E sim fraud କଣ
E sim fraud କଣ
ଏ fraud ବିଷୟରେ ଜାଣିବା ନିଜକୁ ନିଜେ fraud ରୁ ବଞ୍ଚେଇ ପାରିବା।
ବର୍ତ୍ତମାନ ନ୍ୟୁଜ ପେପର ରେ ଖବର ଆସୁଛି e SIM fraud ଦ୍ୱାରା ଲୋକମାନେ କରୋଡ ଟଙ୍କା ର ଠକେଇ ରେ ଶିକାର ହେଉଛନ୍ତି।
E sim କଣ
2014ପର ଥାରୁ ଭୋଡାଫୋନ ଓ ଏୟାରଟେଲ ଏହି ଦୁଇଟି କମ୍ପାନୀ e sim ର concept ନେଇକିଆସିଲେ।
ସିମ୍ ଦୁଇ ପ୍ରକରର ହୋଇଥାଏ। ଗୋଟିଏ ହେଲା physical ସିମ ଏବଂ ଅନ୍ୟଟି ଇ ସୀମ।
ଏ ଇ ସିମ ସବୁ ଫୋନରେ ସପୋର୍ଟ କରେନାହିଁ।
Latest version ଯଥା Iphone 10 ଏବଂ ଗୁଗଲ pixels ଏ ସବୁ ଫୋନ୍ ରେ e ସୀମ ର concept ରହିଥାଏ।
ଏହା କେମିତି କାମ କରିଥାଏ।
ଇ ସିମ supported ଫୋନରେ ଆମକୁ ପ୍ରଥମେ ସେଟିଂ ଯିବାକୁ ପତିବ। ତାପରେ cellular ପ୍ଲାନ set-up କରିବାକୁ ପଡ଼ିଥାଏ। ତାପରେ ସ୍କାନ କରିବାକୁ ପଡ଼ିଥାଏ qr code।
Qr code ଆମକୁ କେଉଁଠୁ ମିଳିଥାଏ।ଆସନ୍ତୁ ଜାଣିବା
ଯଦି ଆପଣ ଏୟାରଟେଲ use କରୁଛନ୍ତି ଆପଣକୁ sms କରିବାକୁ ହେବ esim space email id କୁ 121 କୁ send କରିବାକୁ ହେବ।
ଯଦି ଆପଣ ଭୋଡାଫୋନେ use କରୁଛନ୍ତି ଆପଣକୁ sms କରିବାକୁ ହେବ esim space email id କୁ 123 କୁ send କରିବାକୁ ହେବ
ତାପରେ confirm କରିବା ପରେ ଆପଣକଂ email id କୁ qr code ଆସିଯିବ।
ଏଠାରେ ସାଇବର ଅପରାଧୀ ତାଙ୍କର email address ବ୍ୟବହାର କରିବାପାଇଁ କହିଥାନ୍ତି।
ତାଙ୍କର email address କୁ qr code send ହୋଇଥାଏ।
ସେ ସେହି qr code କୁ ସ୍କାନ କରିବା ମାତ୍ରେ e sim Activate ହୋଇଯାଇଥାଏ।
କିପରି ସାଇବର ଅପରାଧୀ e ସିମ କୁ ଆଧାର କରି ଲୋକମାନଙ୍କଠୁ ଟକୁଛନ୍ତି ଆସନ୍ତୁ ଜାଣିବା।
ଆପଣଙ୍କ physical sim ବନ୍ଦ ହୋଇଯାଏ।
ସାଇବର ଅପରାଧୀ ମାନେ ଆପଣଙ୍କ otp ବ୍ୟବହାର କରି ବ୍ୟାଙ୍କିଙ୍ଗ transaction କରନ୍ତି।
ଏ ହେଉଛି e sim fraud।
Comments
Post a Comment